www.samajalive.in
Saturday, December 6, 2025
15.1 C
Bhubaneswar

ନଭେମ୍ବର ୯ରେ ୧୧ ରାଜ୍ୟସଭା ଆସନ ପାଇଁ ନିର୍ବାଚନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ୧୧ଟି ରାଜ୍ୟସଭା ଆସନ ପାଇଁ ନଭେମ୍ବର ୯ରେ ନିର୍ବାଚନ ହେବ। ଏଥିମଧ୍ୟରୁ ଉତ୍ତରପ୍ରଦେଶର ୧୦ଟି ଆସନ ଥିବାବେଳେ ଉତ୍ତରାଖଣ୍ଡର ଗୋଟିଏ ରହିଛି। ଏନେଇ ମଙ୍ଗଳବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୨୫ରେ ଏହି ଆସନଗୁଡ଼ିକ ଖାଲି ହେଉଛି। ବିଜେପି ସଦସ୍ୟ ନିରଜ ଶେଖର, ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, କଂଗ୍ରେସ ସଦସ୍ୟ ପି.ଏଲ ପୁନିଆ, କାର୍ଯ୍ୟକାଳ ସେହିଦିନ ପୂରଣ ହେଉଛି। ଉତ୍ତରାଖଣ୍ଡରୁ ରାଜ ବାବରଙ୍କ କାର୍ଯ୍ୟକାଳ ଶେଷ ​ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories