www.samajalive.in
Sunday, December 7, 2025
23.1 C
Bhubaneswar

ହଂସୁଆ ନଦୀରୁ ମିଳିଲା ନିଖୋଜ ଯୁବକର ମୃତଦେହ: ୪ ଦିନ ହେଲା ଥିଲେ ନିଖୋଜ

କେନ୍ଦ୍ରାପଡା : ମିଳିଲା ନିଖୋଜ ଯୁବକର ମୃତଦେହ। ଗତ ଗୁରୁବାର ଦିନ ଜଣେ ଯୁବକ ରାଜନଗର ହଂସୁଆ ସେତୁ ଉପରୁ ନଦୀକୁ ଡେଇଁପଡିଥିଲେ। କିନ୍ତୁ ନଦୀରେ ଡେଇଁବା ପୂର୍ବରୁ ପୋଲ ଉପରେ ନିଜ ଚପଲ ରଖିଯାଇଥିଲେ। ଆଜି ସକାଳୁ ହଂସୁଆ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଚି। ମୃତକ  ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ଗାଁ ର କିଶୋର ଚନ୍ଦ୍ର ତ୍ରିପାଠୀ ଙ୍କ ପୁଅ ନୀଳମଣି ତ୍ରିପାଠୀ ବୋଲି ଜଣାପଡିଛି।  ସେ କାହିଁକି ନଦୀକୁ ଡେଇଁଲେ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ରାଜନଗର ପୁଲିସ୍ ମୃତଦେହ ଜବତ କରି ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories