ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନବିଭାଗର ପାଟ୍ରୋଲିଂ ଟ୍ରଲର ଅଲିଭିଆର ଡ୍ରାଇଭର ଚଞ୍ଚଳ ମାଇତି(୫୬)ଙ୍କର ସମୁଦ୍ରରେ ମୃତ୍ୟୁ ଘଟିଛି। ଫରେଷ୍ଟ ଗାର୍ଡ ମଦନ ହାଁସଦାଙ୍କ ନେତୃତ୍ୱରେ କର୍ମଚାରୀମାନେ ପାଟ୍ରୋଲିଂ କରିବାକୁ ଯାଇଥିଲେ। ଗୋଟିଏ ଟ୍ରଲରକୁ ଜବତ କରି କୂଳକୁ ଫେରୁଥିବାବେଳେ ଡ୍ରାଇଭର ଚଞ୍ଚଳ ଛାତିରେ ଯନ୍ତ୍ରଣା ଅନୁଭବ କରି ପାଣି ପିଇଥିଲେ। ଏହାପରେ ସେହିଠାରେ ହିଁ ଟଳି ପଡ଼ିଥିଲେ।
Popular Categories



