ଡେସ୍କ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ବିଜେପି ଆଦିବାସୀଙ୍କଠାରୁ ‘ଜଳ, ଜଙ୍ଗଲ, ଜମି’ ଛଡ଼ାଇ ନେବାକୁ ଚେଷ୍ଟା କରୁଛି। ଶୁକ୍ରବାର ଝାଡ଼ଖଣ୍ଡର ସିମଡେଗାଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଶ୍ରୀ ଗାନ୍ଧୀ ଝାଡ଼ଖଣ୍ଡ ନିର୍ବାଚନକୁ ଇଣ୍ଡିଆ ବ୍ଲକ୍ ଏବଂ ବିଜେପି-ଆରଏସଏସ ମେଣ୍ଟ ମଧ୍ୟରେ ଆଦର୍ଶର ଲଢ଼େଇ ବୋଲି କହିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ କ୍ଷମତାକୁ ଆସିଲେ ଜାତିଗତ ଜନଗଣନା ଏବଂ ସଂରକ୍ଷଣ ଉପରେ ଥିବା ୫୦ ପ୍ରତିଶତ ସୀମାକୁ ହଟାଇ ଦିଆଯିବ।
Popular Categories



