www.samajalive.in
Saturday, December 6, 2025
16.1 C
Bhubaneswar

ରାଘବ- ପରିଣୀତିଙ୍କ ଖୁସି, ଘରକୁ ଆସିଲା କୁନି ଅତିଥି

ନୂଆଦିଲ୍ଲୀ: ମାଆ ହେଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମାଆ ହେଲେ। ଦିଲ୍ଲୀରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ତାଙ୍କ ସ୍ବାମୀ ତଥା ଆମ ଆଦମୀ ପାର୍ଟୀ ନେତା ରାଘବ ଚଡ୍ଢା ନିଜେ ସୋସିଆଲ ମିଡିଆ ପୋଷ୍ଟରେ ଦେଇଛନ୍ତି।

ଏହା ସହ ରାଘବ ଏବଂ ପରିଣୀତି ପୋଷ୍ଟରେ ଲେଖିଛନ୍ତି ‘‘ଶେଷରେ ଆମ ପୁଅ ଆସିଛି। ଆମକୁ ସତରେ ମନେ ନାହିଁ ଯେ, ସେ ଆସିବା ପୂର୍ବରୁ ଆମ ଜୀବନ କିଭଳି ଥିଲା। ଆମ ବାହୁ ଆଜି ଆମ ସନ୍ତାନକୁ ଧରି ପରିପୂର୍ଣ୍ଣ ଏବଂ ଆମ ହୃଦୟ ପୂର୍ବାପେକ୍ଷା ଆହୁରି ଅଧିକ ଖୁସି। ପୂର୍ବରୁ ଆମେ ପରସ୍ପର ପାଇଁ ସାହାରା ଥିଲୁ, ଏବେ ଆମ ପାଖରେ ସବୁକିଛି ଅଛି। ଏହି ଖୁସି ପାଇଁ ଆମେ ଗଭୀର କୃତଜ୍ଞ।’’ ଉଭୟଙ୍କ ପୋଷ୍ଟରେ ଅନେକ ବଲିଉଡ୍ ଷ୍ଟାର ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories