www.samajalive.in
Friday, December 5, 2025
17.1 C
Bhubaneswar

ରେଡ୍‌ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ନାବାଳିକା ଦୁଷ୍କର୍ମ ମାମଲା

ଭୁବନେଶ୍ଵର: ରାଜଧାନୀରେ ନାବାଳିକା ଦୁଷ୍କର୍ମ ଘଟଣାକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କଲା ଓଡ଼ିଶା ପୁଲିସ। ନାବାଳିକାଟି ଝାଡ଼ଖଣ୍ଡର ହୋଇଥିବାରୁ ମାମଲାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏ ନେଇ ଜଣେ ବରିଷ୍ଠ ମହିଳା ଅଧିକାରୀଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଝାଡ଼ଖଣ୍ଡ ପୁଲିସକୁ ମଧ୍ୟ ଓଡ଼ିଶା ପୁଲିସ ଯୋଗାଯୋଗ କରିଛି। ଭୁବନେଶ୍ୱରରେ ଏକ ସେକ୍ସ ରାକେଟରେ ନାବାଳିକାକୁ ସାମିଲ କରାଯାଇଥିଲା। ତେଣୁ ରାଜ୍ୟ ବାହାରୁ ନାବାଳିକାକୁ ଆଣି ଏଭଳି କାରବାରରେ ନିୟୋଜିତ କିଏ କରିଥିଲା ତାହାର ଖୋଳତାଡ଼ କରାଯାଉଛି। ଘଟଣାକୁ ମନିଟର କରିବା ପାଇଁ ୪ ମହିଳା ଡିଏସପିଙ୍କୁ ବିଭିନ୍ନ ଦିଗରେ ତଦନ୍ତ ପାଇଁ ଦାୟିତ୍ବ ଦିଆଯାଇଛି। ଏ ନେଇ ପୁଲିସ ପକ୍ଷରୁ ଏକ ସିଜ କରାଯାଇଛି। ଯେଉଁ କାରରେ ନାବାଳିକାକୁ ବିଭିନ୍ନ ସ୍ଥାନକୁ ନେଇ ଦଲାଲ ଛାଡୁଥିବା ପୁଲିସ ପ୍ରମାଣ ସଂଗ୍ରହ କରିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories