www.samajalive.in
Wednesday, December 10, 2025
23.1 C
Bhubaneswar

ଆମେରିକା ବିରୋଧୀ ଟିକସ ଯୁଦ୍ଧରେ ଭାରତକୁ ପୁଟିନଙ୍କ ସମର୍ଥନ

ବେଜିଂ: ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ଟାରିଫ୍ (ଟିକସ) ଯୁଦ୍ଧରେ ନୂଆଦିଲ୍ଲୀକୁ ସମର୍ଥନ କରିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ବେଜିଂର ଏକ ସାମ୍ବାଦିକ ସମ୍ମିଳନୀରେ ପୁଟିନ କହିଛନ୍ତି ଯେ ଭାରତ ଓ ଚୀନର ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ହେଉଛି। ଏପରିସ୍ଥିତିରେ ଆନ୍ତର୍ଜାତିକ ସମ୍ପର୍କରେ ସ୍ଥିରତା ଆସିବା ଦରକାର। ଆନ୍ତର୍ଜାତିକ ନିୟମ ଅନୁଯାୟୀ ସମସ୍ତଙ୍କର ସମାନ ଅଧିକାର ରହିଛି। ଏପରି କ୍ଷେତ୍ରରେ ପାଶ୍ଚାତ୍ୟ ଦେଶଗୁଡିକ ସେମାନଙ୍କର ଉପନିବେଶ ମନୋଭାବ ପରିତ୍ୟାଗ କରିବା ଦରକାର। ଉପନିବେଶ ସମୟରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଅନ୍ୟ ରାଷ୍ଟ୍ରଗୁଡିକ ଉପରେ ଆଧିପତ୍ୟ ବିସ୍ତାର ଆସୁଥିଲେ। ମାତ୍ର ବର୍ତ୍ତମାନ ସେହି ସମୟ ଆଉ ନାହିଁ। ତେଣୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ସେମାନଙ୍କ ମାନସିକତା ବଦଳାଇବା ଦରକାର।

୫୦ ବର୍ଷ ପରେ ଚନ୍ଦ୍ରଗ୍ରହଣରେ ଶନିଙ୍କ ଓଲଟା ଚଳନକୁ ଗୁରୁ ଉଦୟ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

- Advertisement -

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories