www.samajalive.in
Saturday, December 6, 2025
19.1 C
Bhubaneswar

କୌତୁକିଆ ଭିଡ଼ିଓ; ନିଜ କୁକୁରକୁ ପୁଟିନ୍‍ ଏମିତି ରୋକିଲେ

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‍ ପୁଟିନ୍‍ ନିଜ ପୋଷା କୁକୁରକୁ ଭାରି ଭଲ ପାଆନ୍ତି । ତାହା ଆପଣ ଏହି ଭିଡ଼ିଓକୁ ଦେଖିଲେ ଭଲ ଭାବରେ ଜାଣିପାରିବେ । ପୁଟିନଙ୍କୁ ଭେଟିବାକୁ ଆସିଥିବା କିଛି ଅତିଥିଙ୍କୁ କୁକୁରଟି ଭୁକିବା ଆରମ୍ଭ କରିଥିଲା । ଏହି ସମୟରେ ଅତିଥିଙ୍କ ସମ୍ମୁଖରେ କୁକୁରକୁ କିଛି ଖାଇବାକୁ ଦେଇ ଅଟକାଇଥିଲେ ପୁଟିନ୍‍ । ଏହି ସମୟର ଦୃଶ୍ୟ ବେଶ କୌତୁହଳିଆ ହୋଇଛି ।
ସୂଚନା ଅନୁସାରେ ୨୦୧୨ରେ ଏହି କୁକୁରଟିକୁ ଜାପାନ ପୁଟିନଙ୍କୁ ଉପହାରରେ ଦେଇଥିଲା । ବର୍ତ୍ତମାନ ଜାପାନର ଦୁଇ ଜଣ ସାମ୍ବାଦିକ ଯେତେବେଳେ ପୁଟିନଙ୍କୁ ଭେଟିବାକୁ ଆସିଛନ୍ତି ସେତେବେଳେ ସେମାନଙ୍କୁ ଦେଖି କୁକୁରଟି ଭୁକିବାରେ ଲାଗିଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories