ପୁରୀ : ଅର୍ପଣ ରଥରୁ ୩ କୋଟିରୁ ଅଧିକ ଦକ୍ଷିଣା ମିଳିଛି। ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କା ଦକ୍ଷିଣା ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ଏନେଇ ସୂଚନା ମିଳିଛି। ଜାନୁଆରୀ ୨୨ରୁ ଫେବ୍ରୁଆରୀ ୭ ଯାଏଁ ଅର୍ପଣ ରଥ ବୁଲିଥିଲା।
Popular Categories

ପୁରୀ : ଅର୍ପଣ ରଥରୁ ୩ କୋଟିରୁ ଅଧିକ ଦକ୍ଷିଣା ମିଳିଛି। ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କା ଦକ୍ଷିଣା ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ଏନେଇ ସୂଚନା ମିଳିଛି। ଜାନୁଆରୀ ୨୨ରୁ ଫେବ୍ରୁଆରୀ ୭ ଯାଏଁ ଅର୍ପଣ ରଥ ବୁଲିଥିଲା।
Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!
