www.samajalive.in
Saturday, December 6, 2025
15.1 C
Bhubaneswar

ବାହୁଡା ଯାତ୍ରା ; ନନ୍ଦିଘୋଷରେ ରଥାରୁଢ ହେଲେ ଶ୍ରୀଜିଉ

ପୁରୀ : ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା। ନିର୍ଦ୍ଧାରିତ ସମୟାନୁସାରେ ଏପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ସଅଳ ଚାଲିଛି। ନିର୍ଦ୍ଧାରିତ ସମୟର ପ୍ରାୟ ୪ ଘଣ୍ଟା ପୂର୍ବରୁ ଚାଲିଛି ପହଣ୍ଡି ବିଜେ। ଦର୍ପଦଳନରେ ବିରାଜମାନ କରି ସାରିଛନ୍ତି ଶ୍ରୀସୁଦର୍ଶନ। ତାଳଧ୍ୱଜରେ ଶ୍ରୀବଳଭଦ୍ର, ଦର୍ପଦଳନରେ ଦେବୀ ସୁଭଦ୍ରା ରଥାରୁଢ ହୋଇଛନ୍ତି। ନନ୍ଦିଘୋଷରେ ରଥାରୁଢ ହେଲେ ଶ୍ରୀଜିଉ। ସୁରୁଖୁରୁରେ ସମସ୍ତ ନୀତିକାନ୍ତି ଚାଲିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories