www.samajalive.in
Saturday, December 6, 2025
15.1 C
Bhubaneswar

ସିନେ ପ୍ରଯୋଜକ ହରି ବିଶ୍ଵାଳଙ୍କ ପରଲୋକ

ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ତଥା ସିନେ ପ୍ରଡକ୍ସନ ଡିଜାଇନର ହରି ବିଶ୍ଵାଳଙ୍କ ପରଲୋକ ଘଟିଛି। ‘ଅସ୍ତରାଗ’ ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ହରି ବିଶ୍ଵାଳ। ଏହା ବ୍ୟତୀତ ବହୁ ଓଡ଼ିଆ ସିନେମାର ପ୍ରଯୋଜନା ଭାର ବହନ କରିବା ସହ ପ୍ରଡକ୍ସନ କଂଟ୍ରୋଲର ଭାବେ ସେ କାମ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories