ଦନ୍ତେୱାଡା ନକ୍ସଲ ଆକ୍ରମଣକୁ ରାଷ୍ଟ୍ରପତିଙ୍କ ନିନ୍ଦା

ଡେସ୍କ: ଛତିଶଗଡ଼଼ର ଦନ୍ତେୱାଡା ଠାରେ ଯବାନମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିନ୍ଦା କରିଛନ୍ତି। ସେ ଦେଶବାସୀଙ୍କ ପକ୍ଷରୁ ପ୍ରତିରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ବଳୀଦାନ ଦେଇଥିବା ସାହସୀ ସୈନିକମାନଙ୍କ ପରିବାର ଓ ପ୍ରୀୟଜନଙ୍କୁ ସମବେଦନା ଜଣାଇଛନ୍ତି। ଗତକାଲି ଛତିଶଗଡ଼଼ର ଦନ୍ତେୱାଡା ଜିଲ୍ଲା ଅରଣପୁର ନିକଟରେ ପ୍ରେସ୍ର ଆଇଡି ବିସ୍ଫୋରଣରେ ୧୦ ଜଣ ଯବାନ ଏବଂ ଜଣେ ଡ୍ରାଇଭର୍ଙ୍କ ପ୍ରାଣହାନୀ ଘଟିଥିଲା।
दंतेवाड़ा, छत्तीसगढ़ में पुलिस बलों पर हुए हमले की मैं निंदा करती हूं। देश की रक्षा में अपना सर्वोच्च बलिदान देने वाले बहादुर जवानों के परिवारों और प्रियजनों के प्रति सभी देशवासियों की ओर से मैं शोक संवेदनाएं व्यक्त करती हूं।
— President of India (@rashtrapatibhvn) April 26, 2023
Comments are closed.