ଭୁବନେଶ୍ୱର : ଅକ୍ଟୋବର ୪ ଓ ୫ରେ ହେବ ପୁଲିସ ଏସଆଇ ପରୀକ୍ଷା। ଓଏମଆର୍ ସିଟ୍ ଜରିଆରେ ଲିଖିତ ପରୀକ୍ଷା ହେବ। ଏସଆଇ ରାଙ୍କ୍ର ସମସ୍ତ ସିପିଏସଇ-୨୦୨୪ ପରୀକ୍ଷା ହେବ। ଏନେଇ ଶନିବାର ଓଡିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସେପ୍ଟେମ୍ବର ୨୦ ତାରିଖ ପରଠାରୁ ପରୀକ୍ଷାର୍ଥୀ ଆଡ୍ମିଟ୍ କାର୍ଡ ଡାଉନଲୋଡ୍ କରି ପାରିବେ। Odishapolice.gov.inରୁୁ ଡାଉନଲୋଡ୍ କରିବେ ଆଡ୍ମିଟ୍ କାର୍ଡ ।ରାଜ୍ୟର ବିଭିନ୍ନ ଜିଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବରୁ ଦୁଇ ଦୁଇ ଥର ପରୀକ୍ଷା ସ୍ଥଗିତ କରାଯାଇଥିଲା।
ସିଂହ ରାଶିରେ ତ୍ରିଗ୍ରହୀ ପୁଣି ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କୁ ଧନ ଠାରୁ ଆରମ୍ଭ କରି ପ୍ରେମରେ ମିଳିବ ସଫଳତା..
ରାଜଧାନୀରେ ବ୍ୟାପୁଛି ବାର୍ଡ ଫ୍ଲୁ; ଆଜି ଠାରୁ ଚିଡିଆଖାନା ବନ୍ଦ, ଜାଣନ୍ତୁ ମଣିଷ ପାଇଁ କେତେ କ୍ଷତିକାରକ



