ସିଂହ ରାଶିରେ ତ୍ରିଗ୍ରହୀ ପୁଣି ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କୁ ଧନ ଠାରୁ ଆରମ୍ଭ କରି ପ୍ରେମରେ ମିଳିବ ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଗୁଡିକ ପରସ୍ପର ସହ ଏକାଠି ହେବା ଦ୍ୱାରା ଏହାର ବିଶେଷ ମହତ୍ତ୍ୱ ରହିଛି । ୩୦ ଅଗଷ୍ଟ ୨୦୨୫ରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏକାଠି ହୋଇ ବୁଦ୍ଧାଦିତ୍ୟ ରାଜଯୋଗ ଯୋଗ ସୃଷ୍ଟି ହେଉଛି । ଏହାସହ ସିଂହ ରାଶିରେ ପୂର୍ବରୁ ହିଁ କେତୁ ଗ୍ରହ ରହିବା ଫଳରେ ବୁଧ, ସୂର୍ଯ୍ୟ ଓ କେତୁ ଏକାଠି ହୋଇ ତ୍ରିଗ୍ରହୀ ଯୋଗ ମଧ୍ୟ ହେଉଛି । ଏହି ସଂଯୋଗ ଫଳରେ କେବଳ ବ୍ୟକ୍ତିତ୍ୱ … Continue reading ସିଂହ ରାଶିରେ ତ୍ରିଗ୍ରହୀ ପୁଣି ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କୁ ଧନ ଠାରୁ ଆରମ୍ଭ କରି ପ୍ରେମରେ ମିଳିବ ସଫଳତା..