www.samajalive.in
Saturday, December 6, 2025
26.1 C
Bhubaneswar

ଓଡିଶାର ୧୯ ଜଣ ପୁଲିସ୍ ପାଇବେ ପଦକ

କଟକ: ସାଧାରଣତନ୍ତ୍ର ଦିବସ ୨୦୨୫ ନିମନ୍ତେ ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ଓଡ଼ିଶାର ୧୯ ଜଣ ପୋଲିସ ଅଧିକାରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। କାର୍ଯ୍ୟ କ୍ଷେତ୍ରରେ ସାହାସିକତା ପ୍ରଦର୍ଶନ ନିମନ୍ତେ ୬ ଜଣଙ୍କୁ ସାହାସିକତା ପୁରସ୍କାର, କାର୍ଯ୍ୟ କ୍ଷେତ୍ରରେ ବିଶିଷ୍ଟ ସେବା ନିମନ୍ତେ ୨ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ଏବଂ ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ।
ଅଧିକାରୀଙ୍କ ତାଲିକା ନିମ୍ନରେ ଦିଆଗଲା:
ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ
୧. ସରୋଜ କୁମାର ସାମଲ, ଏସ.ପି
୨. ସତ୍ୟବାଦୀ ମଲ୍ଲିକ, କନେଷ୍ଟବଳ

ସାହସିକତା ପୋଲିସ ସେବା ପଦକ
୧. ଗିରୀଶ ଚନ୍ଦ୍ର ମାଝି, ସବଇନ୍ସପେକ୍ଟର
୨. ପବିତ୍ର କୁମାର ସାହୁ, ହାବିଲଦାର
୩. ଉମେଶ ମୁଣ୍ଡା, ହାବିଲଦାର
୪. ପୀତାମ୍ବର ସତନାମୀ, କନେଷ୍ଟବଳ
୫. କବି ଚନ୍ଦ୍ର ରାଉତ, କନେଷ୍ଟବଳ
୬. ସୁଶାନ୍ତ କୁମାର ସାଗର, କନେଷ୍ଟବଳ

- Advertisement -

ଉଲ୍ଲେଖନୀୟ ପୋଲିସ ସେବା ପଦକ
୧. ପରିତୋଷ ମଣ୍ଡଳ, କନେଷ୍ଟବଳ
୨. ଏସକେ ଅବଦୁଲ ଫୟାଜ, ସବଇନ୍ସପେକ୍ଟର
୩. ମହମ୍ମଦ ତୋଷିଫ ରବାନୀ, କନେଷ୍ଟବଳ
୪. ଶରତ ଚନ୍ଦ୍ର ବେହେରା, ଏଏସଆଇ
୫. ତ୍ରିଲୋଚନ ବୁଦ୍ଧିଆ, କନେଷ୍ଟବଳ
୬. ତେଜ ବାହାଦୁର ଗୁରୁଙ୍ଗ, ଏଏସଆଇ
୭. ଅତୁଲ କୁମାର ବିଶ୍ବାଳ, ହାବିଲଦାର
୮. ଜୟନ୍ତୀ ସୁନା, ହବିଲଦାର
୯. ମନୋଜ କୁମାର ଜେନା, ହାବିଲଦାର
୧୦. ନରେଶ କୁମାର ଚୌଧୁରୀ, କନେଷ୍ଟବଳ
୧୧. ଦେବ ପ୍ରସାଦ ମହାନ୍ତି, ହାବିଲଦାର

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories