www.samajalive.in
Sunday, December 14, 2025
19.1 C
Bhubaneswar

ଯୁକ୍ତଦୁଇ ନାମଲେଖାପାଇଁ ଆଜି(ବୁଧବାର) ଅନ୍ତିମ ତାରିଖ

ଭୁବନେଶ୍ୱର :  ଯୁକ୍ତ ଦୁଇ ନାମ ଲେଖାପାଇଁ ବୁଧବାର ନାମଲେଖା ପ୍ରକ୍ରିୟା ଶେଷ ହେଉଛି । ବୁଧବାର ସନ୍ଧ୍ୟାରେ ନାମ ଲେଖା ସମ୍ପର୍କିତ ଚୂଡାନ୍ତ ତାଲିକା ଓ ଅନ୍ୟାନ୍ୟ ତଥ୍ୟ ଇ-ସ୍ପେସ୍‌ ରେ ପ୍ରକାଶ କରାଯିବାର କାର୍ଯ୍ୟକ୍ରମ ରହିଛି । ବଳକା ରହିଥିବା ଆସନ ପାଇଁ ୨୦ ତାରିଖରେ ସ୍ପଷ୍ଟ ସିଲେକ୍‌ସନ ସହ ଯୋଗ୍ୟ ବିବେଚିତ ତାଲିକା ପ୍ରକାଶ ପାଇବ । ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ନାମ ଲେଖା ହେବ ବୋଲି ସୂଚନା ଦିଆଯାଇଛି ।
ଜୁଲାଇ ୨୯ ତାରିଖରୁ ଯୁକ୍ତଦୁଇ ପ୍ରଥମ ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କର ମହାବିଦ୍ୟାଳରେ ପାଠପଢା ଆରମ୍ଭ ହେବ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories