www.samajalive.in
Friday, December 12, 2025
14.1 C
Bhubaneswar

ସହିଦଙ୍କ ଜନ୍ମଭୂମିରେ ମେରୀ ମାଟି ମେରୀଦେଶ କାର୍ଯ୍ୟକ୍ରମ

ଫୁଲବାଣୀ: ଆଜି କଟିମାହା ଗ୍ରାମ ପଞ୍ଚାୟତର କଟିମାହା ଠାରେ ସହିଦଙ୍କ ଜନ୍ମଭୂମିରେ ମେରୀ ମାଟି ମେରୀ ଦେଶ କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଦିବସରେ ମୁଖ୍ୟ ଅତିଥି ଭାବରେ ୧୨୭ ବାଟାଲିୟନ ସିଆରପିଏଫ ବାଲିଗୁଡ଼ାର ସେକେଣ୍ଡ କମାଣ୍ଟାଣ୍ଟ ସର୍ବେଶ୍ବର ବେହେରା ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ। ମଣିପୁର ଠାରେ ସହିଦ୍ ହେଇଥିବା ସଗ୍ରତ ପ୍ରଫୁଲ୍ଲ କୁମାର କହଁରଙ୍କ ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଦିବସରେ ତାଙ୍କର ପତ୍ନୀଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସହିଦଙ୍କ ଗ୍ରାମର ମାଟିକୁ ଦିଲ୍ଲୀର ରାଜ ବାଟିକାକୁ ପଠାଯିବ ବୋଲି ସୂଚନା ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories