www.samajalive.in
Saturday, December 6, 2025
17.1 C
Bhubaneswar

ବିଶ୍ୱମଧୁମେହ ଦିବସ ପାଳନ ଅବସରରେ ସଚେତନତା ରଥ ଉଦ୍‍ଘାଟିତ

ଫୁଲବାଣୀ :ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ଏକ ସଚେତନ ରଥ ଫୁଲବାଣୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍‍ ଘାଟିତ ହୋଇଯାଇଛି। ସଚେତନତା ରଥକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଜନ ସ୍ୱାସ୍ଥ୍ୟ ତତା ଜିଲା ମିଶନ ଶକ୍ତି ନିର୍ଦ୍ଦେଶିକା ଡ଼ା.ରାଜ୍ୟଶ୍ରୀ ପଟନାୟକ ପତକା ଦେଖାଇ ଉଦ୍‍ଘାଟନ କରିଥିଲେ। ଅ୍ୟମାନଙ୍କ ମଦ୍ୟରେ ଜିଲା ଜନସ୍ୱାସ୍ଥ୍ୟ ଅଧସକାରୀ ଡ଼ା,କଲ୍ୟାଣି ମିଶ୍ର , ଜିଲା କାର୍ଯ୍ୟକ୍ରମ ପରିଚାଳକ ମନୋ ରଂଜନ ସାହୁ , ଜିଲା ବିତ୍ତ ପରିଚାଳକ ନିଗମ ରାଉତ , ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଡ଼ା.ପ୍ରଶାନ୍ତ ମହାରଣା , ସଦାନନ୍ଦ ସାହୁ , ରାଜେନ୍ଦ୍ର ପ୍ରସାଦ ପାଢୀ ଓ ବଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ସଚେତନତା ରଥ ଜିଲାର ପ୍ରତ୍ୟେକ ଅଞ୍ଚଳ ଗସ୍ତ କରି ସହଚେତନ କରିବ ବୋଲି ଡ଼ା.ପଟନାୟକ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories