www.samajalive.in
Saturday, December 6, 2025
15.1 C
Bhubaneswar

ଫଟୋରେ ରାମ ମନ୍ଦିର ଭୂମି ପୂଜନ ସମୟର ଦୃଶ୍ୟ; ରାମଲାଲାଙ୍କୁ ଷାଷ୍ଟାଙ୍ଗ ଦଣ୍ଡବତ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାମ ମନ୍ଦିରର ଭୂମି ପୂଜନ ଉତ୍ସବରେ ଯୋଗଦେବା ସହିତ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ବେଶରେ ଦେଖିବାକୁ ମିଳିଥିଲା। ଧୋତି ଏବଂ କୂର୍ତ୍ତା ପରିଧାନ କରି ମୋଦୀ ପୂଜାରେ ବସିଥିଲେ। ତେବେ ପୂଜା ସମୟର ବିଭିନ୍ନ ଦୃଶ୍ୟ ବେଶ୍‌ ଚମତ୍କାର ରହିଥିଲା। ଏସବୁକୁ ଫଟୋ ମାଧ୍ୟମରେ ଉପସ୍ଥାପନ କରୁଛୁ।

ରାମଲାଲାଙ୍କୁ ପ୍ରଣାମ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

 

- Advertisement -

 

 

 

 

 

 

 

ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ଶ୍ରୀରାମଙ୍କୁ ଷାଷ୍ଟାଙ୍ଗ ଦଣ୍ଡବତ କରୁଛନ୍ତି

ଆରଏସଏସ ମୁଖ୍ୟ ମୋହନ ଭାଗବତ

ପରିସରରେ ପାରିଜାତ ବୃକ୍ଷ ରୋପନଣ କରୁଛନ୍ତି ପ୍ରଧାନମନ୍ତ୍ରୀ

ଆରତି କରି ରାମଲାଲାଙ୍କୁ ପୂଜା କରୁଛନ୍ତି ମୋଦୀ

 

 

 

 

 

 

 

Pic Courtesy: Aajtak

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories