www.samajalive.in
Saturday, December 6, 2025
14.1 C
Bhubaneswar

ସକରାତ୍ମକ ଶକ୍ତିର ପ୍ରଭାବ ପାଇଁ ଘରେ ଲଗାନ୍ତୁ ଏହି ଫଟୋ

ସାଧାରଣତଃ ଘରର କାନ୍ଥରେ ଫଟୋ ଲଗା ଯାଇଥିବା ଦେଖିବାକୁ ମିଳେ । ସେଥିମଧ୍ୟରୁ କିଛି ଫଟୋ ଜୀବନକୁ ପ୍ରଭାବିତ କରିଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ ଫଟୋ ଜୀବନ ଉପରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଏଭଳି କିଛି ଫଟୋ ବିଷୟରେ ଯାହା ଆପଣଙ୍କ ଜୀବନ ଉପରେ ସକରାତ୍ମକ ପକାଏ ।

ଘର କାନ୍ଥରେ ହସୁଥିବା ଛୁଆର ଫଟୋ ଲଗାନ୍ତୁ। ଏହା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଆସିଥାଏ।

- Advertisement -

ବେଡ ରୁମରେ ଫୁଲର ଫଟୋ ଲଗାଇବା ଉଚିତ। ଏହା ଦ୍ୱାରା ବାତାବରଣ ଭଲ ରହିବା ସହ ସ୍ୱାସ୍ଥ୍ୟ ଉତ୍ତମ ରହେ।

ଘରର ମୁଖ୍ୟ ଦ୍ୱାର ନିକଟରେ ଫୁଲ ଚିତ୍ର ଲଗାନ୍ତୁ। ଏହା ଦ୍ୱାରା ଘରର ସଦ୍ୟସ୍ୟଙ୍କ ମଧ୍ୟରେ ପ୍ରେମ, ଭଲପାଇବା ବଢିଥାଏ।

ଆର୍ଥିକ ସ୍ୱଚ୍ଛଳତା ପାଇଁ ପୂଜା ସ୍ଥାନରେ ବସିଥିବା ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତୁ।

ସନ୍ତାନ ପ୍ରାପ୍ତି ପାଇଁ ପଦ୍ମ ପୁଲ ବା ଗାଈର ଫଟୋ ଶୋଇବା ଘରେ ଲାଗାନ୍ତୁ।

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମ କରୁଥିବା ସ୍ଥାନରେ ଉଦୟ ହେଉଥିବା ସୂର୍ଯ୍ୟ ଫଟୋ ଲଗାନ୍ତୁ।

ସବୁ ପ୍ରକାର କଷ୍ଟରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପୂଜା ସ୍ଥାନରେ ଶ୍ରୀକୃଷ୍ଣ କିମ୍ବା ମହାଦେବ ଶିବଙ୍କ ଆଶୀର୍ବାଦ ମୁଦ୍ରା ଥିବା ଫଟୋ ଲଗାନ୍ତୁ।

ବେଡ ରୁମରେ ଆପଣଙ୍କର ବିବାହ ସମୟର ଫୋଟ ବା ସ୍ୱାମୀ, ସ୍ତ୍ରୀଙ୍କ ଯୁଗଳ ଫଟୋ ଲଗାନ୍ତୁ।

ମାତା, ପିତା, ଭାଇ ଓ ଭଉଣୀଙ୍କ ଫଟୋ ଘରର ଉତ୍ତର ଦିଗରେ ଲଗାନ୍ତୁ।

ଯଦି ଘରେ ମୃତ ବ୍ୟକ୍ତିର ଫଟୋ ଲଗାଇବାକୁ ଚାହାଁନ୍ତି ତେବେ ଦକ୍ଷିଣ ଦିଗରେ ଲଗାନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories