www.samajalive.in
Saturday, December 6, 2025
19.1 C
Bhubaneswar

ସାବଧାନ୍ ! ବଜାରରେ ବୁଲୁଛି ଭାଲୁ: ଭିଡିଓ ଦେଖି ଭୟଭୀତ ଲୋକ

ମୟୂରଭଞ୍ଜ: ଖାଦ୍ୟ ଅନ୍ବେଶଣ ପାଇଁ ହିଂସ୍ର ଜନ୍ତୁମାନେ ଏବେ ଜଙ୍ଗଲଛାଡି ସହର ମୁହାଁ ହେଉଛନ୍ତି। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଖୁଣ୍ଟା ବଜାରରେ । ରାତି ହେଲେ ବଜାରରେ ଭାଲୁ ବୁଲୁଛି। ଯାହା ଭିଡିଓ ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସି ଟିଭିରେ କଏଦ ହୋଇଛି। ଯାହାକୁ ନେଇ ଲୋକ ଆତଙ୍କିତ ହୋଇପଡିଛନ୍ତି। ଭାଲୁଟି ଲୋକଙ୍କ ଘର ସାମ୍ନାରେ ବୁଲି ବୁଲି ଖାଦ୍ୟ ଖୋଜୁଥିବା ଦେଖିବାକୁ ମିଳିଛି। ଭାଲୁଟିର ବୟସ ବେଶୀ ହୋଇ ନ ଥିବା ବେଳେ ୧ ବର୍ଷ ରୁ ଦେଢ଼ ବର୍ଷ ମଧ୍ୟରେ ହେବ ବୋଲି ଜଣାଯାଇଛି। ବନ ବିଭାଗ ଭାଲୁ କୁ ଖୋଜୁଥିଲେ ସୁଦ୍ଧା ତାହାର ପତ୍ତା ପାଉ ନାହିଁ। ଭାଲୁଟି ନିକଟ କୁମ୍ଭିରା ହିଡିରୁ ଆସିଥିବାବେଳେ ବନ ବିଭାଗ ଭାଲୁର ଗତିବିଧି ଉପରେ ତୀକ୍ଷଣ୍ ନଜର ରଖିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories