www.samajalive.in
Saturday, December 6, 2025
26.1 C
Bhubaneswar

କଣ୍ଟିଆପଡ଼ା ପଞ୍ଚାୟତ ମାନପୁର ୱାର୍ଡ ସଭ୍ୟାଙ୍କ ପଦବୀ ଅସିଦ୍ଧ ଘୋଷଣା କଲେ ନ୍ୟାୟାଳୟ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର କଣ୍ଟିଆପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୱାର୍ଡ ନମ୍ୱର ୨ ମାନପୁର ଗ୍ରାମର ୱାର୍ଡ ସଭ୍ୟା ଚମ୍ପାବତି ମହାନ୍ତଙ୍କ ସଭ୍ୟା ପଦ ଅସିଦ୍ଧ ବୋଲି କେନ୍ଦୁଝର ସିଭିଲ ଜଜ୍ ଜୁନିଅର ଡିଭିଜନ ରାୟ ଦେଇଛନ୍ତି। ଚମ୍ପାବତିଙ୍କ ୩ଟି ସନ୍ତାନ ଥିବା ଅଭିଯୋଗ କରି ଏହା ଆଇନ ବିରୁଦ୍ଧ ବୋଲି ପ୍ରତିଦ୍ବନ୍ଦୀ କରୁଥିବା ସୁଶୀଳା ବାଘୁଆ କୋର୍ଟରେ ମକଦ୍ଦମା ଦାୟର କରିଥିଲେ। ସାକ୍ଷୀ ମାନଙ୍କ ବୟାନ ଓ ସରକାରି ନଥିପତ୍ର ଆଧାରରେ କୋର୍ଟ ଚମ୍ପାବତୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିବା ଜଣାପଡିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories