www.samajalive.in
Saturday, December 6, 2025
15.1 C
Bhubaneswar

ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ପାଟଣା : ଆଞ୍ଚଳିକ ଉନ୍ନୟନ ପରିଷଦ ଘଟଗାଁ ବ୍ଲକ ତରଫରୁ ଜିଲ୍ଲାପାଳ କେନ୍ଦୁଝରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ପ୍ରସ୍ତାବିତ ଆନନ୍ଦପୁର ଜିଲ୍ଲା ଗଠନ ସମୟରେ ଘଟଗାଁ ବ୍ଲକ କୁ ଏଥିରେ ସାମିଲ ନକରିବା ପାଇଁ ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଭାଗିରଥି ନାୟକ, ସମ୍ପାଦକ ଉଜ୍ଜଳ ଚନ୍ଦ୍ର ସାହୁ , ଉପସଭାପତି ଘାସିନାଥ ମହାପାତ୍ର, ସହ ସମ୍ପାଦକ ନରେନ୍ଦ୍ର ନାଥ ନାୟକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ରନାଥ ନାଏକ, ଅନାମ ଚରଣ ନାଏକ, କୁଳମଣି ମଣ୍ଡଳ,ସଞ୍ଜୟ ସାହୁ, ଗଙ୍ଗାଧର ସାହୁ, ଶରତ ମହାନ୍ତ, କ୍ଷେତ୍ରମୋହନ ମିଶ୍ର, ରାଧେଶ୍ୟାମ ରାଉତ,ବୀଣାପାଣି ମହାପାତ୍ର, ସରୋଜିନି ନାଏକ ପ୍ରମୁଖଙ୍କ ଉପସ୍ଥିତିରେ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories