www.samajalive.in
Sunday, December 14, 2025
14.1 C
Bhubaneswar

ସୁଆମ ଗ୍ରାମରେ ରାଧାକୃଷ୍ଣ ପୂଜା ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ବଡ ପାଟଣା ପଞ୍ଚାୟତ ଅନ୍ତର୍ଗତ ସୁଆମ ଶାସନରେ ରାଧାକୃଷ୍ଣ ପୂଜା ଅନୁଷ୍ଠିତ ହେଉଛି।ଏହି ପୂଜାର୍ଚ୍ଚନାରେ ମୁଖ୍ୟ ପୁରୋହିତ ଭାବେ ପ୍ରମୋଦ କୁମାର ଦାଶ ଓ ଗୌର ଚନ୍ଦ୍ର ତ୍ରିପାଠୀ, ସହଯୋଗୀ ପୁରୋହିତରେ ଲୋକନାଥ ମିଶ୍ର କର୍ତ୍ତା ଭାବେ ଅରୁଣ କୁମାର ଦାଶଙ୍କ ଦ୍ୱାରା ବିଧିବଦ୍ଧ ଭାବେ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଏହି ପୂଜା ୬ ଦିନ ଧରି ଚାଲିବ। ଶୁକ୍ରବାର ଠାରୁ ଆରମ୍ଭ ହୋଇ ବୁଧବାର ଏହା ଦିନ ଶେଷ ହେବ। ଏହି ପୂଜାରେ ଦୁଇଦିନ କଣ୍ଡେଇ ନାଚ ଓ ଛୋଟ ଛୋଟ ପିଲାକୁ ନେଇ ନାଚ ଗୀତାର କାର୍ଯ୍ୟକ୍ରମ କରାଯାଇଛି। ଏହି ପୂଜାରେ ସହଯୋଗ କରିଥିବା ଗ୍ରାମର ଯୁବକ ଆର୍ଯ୍ୟ ପ୍ରସାଦ ଦାଶ, ପ୍ରକାଶ ଦାଶ, ଭବତ୍ତୋସ ଶତପଥୀ , ଶକ୍ତି ଶେଖର କର, ତପନ କୁମାର କର, ସିଦ୍ଧାର୍ଥ କୁମାର ଦାଶ, ସମିରି ଦାଶ, ଗିରିଜା ମିଶ୍ର, ଅରୁଣ କୁମାର ଦାଶ, ଚିରଞ୍ଜିବି ଦାଶ ସୌମ୍ୟରଞନ ଦାଶ ଦୁର୍ଗା ମାଧବ ପତି ଶୁଭମ ପତି ଶିଦ୍ଧାଥ ତ୍ରିପାଠୀ ଅରୁଣ କୁମାର ଦାଶ ସୁମିତ କୁମାର ପତି, ଗୌରୀ ରଞ୍ଜନ ମିଶ୍ର ଭାଗିରଥି ଦାଶ, ପବନ କୁମାର କର ସିଦ୍ଧାର୍ଥ ଦାଶ ଏବଂ ଗ୍ରାମର ସମସ୍ତଙ୍କର ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories