www.samajalive.in
Sunday, December 14, 2025
26.1 C
Bhubaneswar

ମଲିପଶିରେ ଭରସା ପରିବାର ପକ୍ଷରୁ ଚାରାରୋପଣ

ପାଟଣା: ପରିବେଶର ଅସନ୍ତୁଳିତ ସ୍ଥିତି, ମୃତ୍ତିକା କ୍ଷୟ ଓ ଜଳବାୟୁର ଅନିୟମିତତାର ସୁଧାର ଆଣିବା ପାଇଁ ବିଭିନ୍ନ ଅଂଚଳରେ ସଚେତନତା ଅଭିଯାନ ସହିତ ଚାରାରୋପଣ କାର୍ଯ୍ୟ ଜାରି ରହିଛି। ପାଟଣା ବ୍ଲକ ସଭାପତି ଭରତ ଚନ୍ଦ୍ର ମହାନ୍ତଙ୍କ ଉଦ୍ୟମରେ ମଲିପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ସୁରେଶ ନାୟକ, ସାମାଜିକ କର୍ମୀ ଅରୁଣ କୁମାର ବେଜ, ରାଜେଶ ମହାନ୍ତ, ସୁଶୀଲ ବେଜ, କଳାକାର ମହାନ୍ତ ଓ ଧର୍ମପଦ ମହାନ୍ତଙ୍କ ସହଯୋଗରେ ବିଭିନ୍ନ ପ୍ରକାର ଫଳ ଚାରା ରୋପଣ କରିଛନ୍ତି। ଚାରାରୋପଣ କାର୍ଯ୍ୟକୁ ଦାୟିତ୍ୱର ସହିତ ପାଳନ କରିଥିବା ପାଟଣା ଅଞ୍ଚଳର ସମସ୍ତ ସଦସ୍ୟଙ୍କୁ ସଭାପତି ଲମ୍ବୋଦର ମହାନ୍ତ ସମେତ ଅନ୍ୟାନ୍ୟ ସକ୍ରିୟ କାର୍ଯ୍ୟକର୍ତ୍ତା ଧନ୍ୟବାଦ ଦେବା ସହିତ ଅନ୍ୟ ସଦସ୍ୟଙ୍କୁ ନିଜ ନିଜ ଅଞ୍ଚଳରେ ଚାରାରୋପଣ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଅନୁରୋଧ କରିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories