ନବରଙ୍ଗପୁର: ପୌର ନିର୍ବାଚନ ପରେ ପ୍ରଥମଥର ପାଇଁ ନବରଙ୍ଗପୁର ପୌରପାଳିକାର ୧୩ ଓ ୧୪ ନମ୍ବର ୱାର୍ଡରେ ବରିଷ୍ଠ ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ସହ ବିଜେଡି ଦଳର ଟିମ ଘରେ ଘରେ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି। ପୋୖରାଞ୍ଚଳ ବାସୀଙ୍କୁ ଅନୁରୋଧ କରି ସ୍ଥାନୀୟ ବିଜେଡି ନେତାମାନଙ୍କ ସହ ସେମାନଙ୍କର ସମସ୍ୟାର ଆଲୋଚନା କରିବାକୁ କୁହାଯାଇଛି। ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ। ସହରରେ ବିଜୁ ଜନତା ଦଳକୁ ଅଧିକ ସକ୍ରିୟ କରାଯିବା ସହିତ ଲୋକଙ୍କର ସମସ୍ୟାର ସମାଧାନ କରି ବିଶ୍ୱାସ ଭ।ଜନ ହେବାକୁ ଯୋଜନ। ହେଉଥିବା ଜଣାପଡିଛି।
Popular Categories



