www.samajalive.in
Saturday, December 6, 2025
26.1 C
Bhubaneswar

ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ଛଡ଼ାଇ ନେବା ଘଟଣା, ୨ ଜଣକୁ ଗିରଫ କଲା ପୁଲିସ

ପାଟଣା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରୁ ଜବତ ପିକଅପ ଭ୍ୟାନରେ ୬ ମଇଁଷିକୁ ନେଇ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ରାଜନଗରର ନନ୍ଦିନି ଗୋଶାଳାକୁ ଅଣାଯାଉ ଥିବା ସମୟରେ ଗତ ଶନିବାର ଏହି ପିକଅପ ଭ୍ୟାନକୁ ରାଜନଗର ବୈତରଣୀ ନଦୀ ପୋଲ ନିକଟରୁ ଠାକୁରମୁଣ୍ଡା ପୁଲିସକୁ ବନ୍ଧୁକ ଦେଖାଇ ଛଡ଼ାଇ ନେଇଯାଇଥିବା ଅଭିଯୋଗରେ ତୁରୁମୁଙ୍ଗା ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୨ ଜଣ ହେଲେ ଗାଡି ମାଲିକ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକାର ସୁବ୍ରତ ମହାରଣା(୩୬) ଏବଂ ତାଙ୍କ ସହଯୋଗୀ ମୃତ୍ୟୁଞ୍ଜୟ ରଥ (୨୭) ବୋଲି ଜଣାପଡିଛି। ଏନେଇ ତୁରୁମୁଙ୍ଗା ଥାନାରେ ୨୩୭/୨୦୨୫ ରେ ମାମଲା ରୁଜୁ ହୋଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories