www.samajalive.in
Saturday, December 6, 2025
14.1 C
Bhubaneswar

ଗୋଜିଟାଙ୍ଗିରି ସାପ୍ତାହିକ ହାଟରେ ଚଢାଉ; ଜୁଆଡି ଗିରଫ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ଗୋଜିଟାଙ୍ଗିରି ସାପ୍ତାହିକ ହାଟରେ ଜୁଆ ଖେଳ ହେଉଥିବାବେଳେ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତୋ ଓରାମ ଅପରାହ୍ନରେ ଏଠାରେ ଚଢାଉ କରିଥିଲେ। ଚଢାଉ ସମୟରେ ଜୁଆ ଖେଳ କରୁଥିବା ଉଦୟପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ (୫୫)ଙ୍କୁ ପୁଲିସ ଗିରଫ କରିଛି। ପୂର୍ଣ୍ଣ ଚନ୍ଦ୍ରଙ୍କ ଠାରୁ ନଗଦ ୭୬୦ ଟଙ୍କା ସମେତ ଜୁଆ ଖେଳରେ ବ୍ୟବହୃତ ଡାଲା ଗୋଟି ଖେଳ ହେଉଥିବା ଚିତ୍ରିତ ଚାଦର ଇତ୍ୟାଦିକୁ ପୁଲିସ ଜବତ କରିଥିବା ସୂଚନା ମିଳିଛି।

ରିଲିଜ୍‌ ହେଲା ‘ପରମ ସୁନ୍ଦରୀ’ର ଟ୍ରେଲର

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories