ରିଲିଜ୍‌ ହେଲା ‘ପରମ ସୁନ୍ଦରୀ’ର ଟ୍ରେଲର

ମୁମ୍ବାଇ : ଶେଷ ହେଲା ପ୍ରଶଂସକଙ୍କ ଅପେକ୍ଷା। ସିଦ୍ଧାର୍ଥ ମଲହୋତ୍ରା ଓ ଜାହ୍ନବୀ କପୁରଙ୍କ ରୋମଣ୍ଟିକ୍‌ କମେଡି ଫିଲ୍ମ ‘ପରମ ସୁନ୍ଦରୀ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲରକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ମ୍ୟାଡକ୍ ଫିଲ୍ମସ୍ ସୋସିଆଲ ମିଡିଆରେ ଏହାର ଟ୍ରେଲର ରିଲିଜ୍ କରିଛି। ଏହି ୨ ମିନିଟ୍ ୪୦ ସେକେଣ୍ଡର ଟ୍ରେଲରରେ ଜାହ୍ନବୀ ଏବଂ ସିଦ୍ଧାର୍ଥଙ୍କ କେମେଷ୍ଟ୍ରି ସହ କମେଡି ଦେଖିବାକୁ ମିଳୁଛି। ପ୍ରଶଂସକମାନେ ଫିଲ୍ମର ଟ୍ରେଲରକୁ ବହୁତ ପସନ୍ଦ କରୁଛନ୍ତି। ଏହି … Continue reading ରିଲିଜ୍‌ ହେଲା ‘ପରମ ସୁନ୍ଦରୀ’ର ଟ୍ରେଲର