ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର ଉଦୟଗିରି ଆଦିବାସୀ ଉନ୍ନୟନ ସମବାୟ ନିଗମର ସାଧାରଣ ପରିଚାଳକ ରୋହିତ ପରିଡ଼ାଙ୍କ ଠାରୁ ୫.୫ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଗତକାଲି ରାତିରେ ଚନ୍ଦ୍ରଗିରି ଠାରେ ଶ୍ରୀ ପରିଡ଼ା ଟଙ୍କା ଧରି ଭୁବନେଶ୍ୱର ଯିବାକୁ ବସ୍ କୁ ଅପେକ୍ଷା କରିଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ କାବୁ କରାଯାଇଛି । ଶ୍ରୀ ପରିଡ଼ାଙ୍କ କାର୍ୟ୍ୟାଳୟ ଓ ବାସଭବନ ସମେତ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
Popular Categories



