ଇସଲାମାବାଦ : ପାକିସ୍ତାନରେ ଶୁକ୍ରବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୩ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ସୂଚନା ଏଯାଏଁ ମିଳିନାହିଁ। ଭୋର ୫ଟା୧୧ରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହାର କେନ୍ଦ୍ରସ୍ଥଳ ଭୂମି ଠାରୁ ୧୭୦ କିମି ଗଭୀର ଥିଲା।
Popular Categories



