ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ପାଇଁ କାଳ ସାଜିଲେ କୁଳଦୀପ । ଗୋଟିଏ ଓଭରରେ ନେଲେ ଦୁଇ ଦୁଇଟି ୱିକେଟ୍ । ୮୧ ରନ୍ ରେ ପ୍ରଥମ ୱିକେଟ ହରାଇଥିବା ପାକିସ୍ତାନର ବ୍ୟାଟିଂ ଲାଇନ ହଠାତ୍ ଭୁଷୁଡି ପଡ଼ିଲା । ୪ ଜଣ ବ୍ୟାଟ୍ସମ୍ୟାନ ଶୂନ୍ ରେ ଆଉଟ । କୁଳଦୀପଙ୍କୁ ୪ ୱିକେଟ୍ । ବରୁଣ ଓ ଅକ୍ସରଙ୍କୁ ୨ଟି ଲେଖାଏଁ ୱିକେଟ । ଭାରତ ଆଗରେ ମାତ୍ର ୧୪୭ ରନ୍ ର ବିଜୟ ଲକ୍ଷ୍ୟ ।




