www.samajalive.in
Monday, December 15, 2025
26.1 C
Bhubaneswar

ଆନ୍ଧ୍ର ଫାର୍ମଙ୍କୁ ବକ୍ସାଇଟ୍‌ ପ୍ରଦାନ ନେଇ ବିଧାନସଭାରେ ବିରୋଧିଙ୍କ ପ୍ରଶ୍ନ

ଭୁବନେଶ୍ୱର – କୋଡିଙ୍ଗାମାଲିରୁ ଆନ୍ଧ୍ରର ଏକ ଫାର୍ମକୁ ବକ୍ସାଇଟ୍‌ ଦିଆଯାଇଥିବାକୁ ବିଧାନସଭାରେ ବିରୋଧି କଂଗ୍ରେସର ଦୁଇ ଜଣ ବିଧାୟକ ବିରୋଧ କରିଛନ୍ତି । ବିଧାୟକ ତାରାବାହିନୀ ପତି ଏବଂ ପବିତ୍ର ସାଉନ୍ତା ଏ ନେଇ ବିଧାନସଭାରେ ପ୍ରସଙ୍ଗ ଉଠାଇବା ସହ ଏହାର ଦୃଢ ବିରୋଧି କରିଥିଲେ ।

ସ୍ଥାନୀୟ ଶିଳ୍ପ ଉଦ୍ୟୋଗକୁ ଏହା ଯୋଗାଇ ନଦିଆଯାଇ ଆନ୍ଧ୍ରର ଏକ ଘରୋଇ ଫାର୍ମକୁ କାହିଁ ଏହା ପ୍ରଦାନ କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ । ସ୍ଥାନୀୟ ଅଧିବାସୀ ଏହାକୁ ବିରୋଧ କରି ଧାରଣାରେ ବସିଥିବା ବେଳେ ଯଦି କିଛି ଅଘଟଣା ଘଟେ ତେବେ ପ୍ରଶାନନ ଏବଂ ସରକାର ଦାୟୀ ରହିବେ ବୋଲି ସେମାନେ କହିଛନ୍ତି ।

- Advertisement -

ଏ ସମ୍ପର୍କରେ ସରକାର ଏବଂ ଓଏମ୍‌ସି ତୁରନ୍ତ ରାଜ୍ୟର ହିତରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଏହି ଦୁଇ ବିଧାୟକ ଦାବି କରିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories