www.samajalive.in
Monday, December 15, 2025
26.1 C
Bhubaneswar

ଦିନେ ପିଓକେ କହିବ ମୁଁ ଭାରତର: ରାଜନାଥ

ସମାଜ ଡିଜିଟାଲ ଡେସ୍କ: ଦିନ ଆସିବ, ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) କହିବ ମୁଁ ଭାରତର। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଏପରି କହିଛନ୍ତି। ଭାରତ ପକ୍ଷରୁ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ବିନା ଏହା ଘଟିବ ବୋଲି ରାଜନାଥ କହିଛନ୍ତି।

ରାଜନାଥ ମରୋକୋ ଗସ୍ତ କରିଥିବାବେଳେ ସେଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହିତ ଆଲୋଚନା ସମୟରେ ଏପରି ମନ୍ତବ୍ୟ ଦେଇଛନ୍ତି। ସେ କହିଥିଲେ, ପିଓକେବାସୀ ପାକିସ୍ତାନଠାରୁ ମୁକ୍ତି ପାଇବା ଲାଗି ଦାବି କରିଆସୁଛନ୍ତି। ଏହି ଦାବି ଦିନକୁ ଦିନ ବଢ଼ିବାରେ ଲାଗିଛି। ପିଓକେ ମନକୁ ମନ ଆମର ହେବ। ଆପଣମାନେ ଏପରି ସ୍ଳୋଗାନ ଶୁଣିଥିବେ। ଖାଇବର ପଖତୁନଖଓ୍ବାରେ ବୋମା ବିସ୍ଫୋରଣରେ ୨୪ ଜଣଙ୍କ ମୃତ୍ୟୁ ପରେ ରାଜନାଥ ଏହା କହିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories