www.samajalive.in
Sunday, December 14, 2025
26.1 C
Bhubaneswar

ଶକ୍ତିଉତ୍ତୋଳନ ଚମ୍ପିଆନସିପ୍‌ – ଓଡ଼ିଶା ଦଳର ହାଇଦରାବାଦ ଗସ୍ତ

କଟକ: ଚଳିତ ଏପ୍ରିଲ ୮ରୁ ୧୨ ପର୍ଯ୍ୟନ୍ତ ହାଇଦରାବାଦ୍‌ରେ ଜାତୀୟ ବରିଷ୍ଠ ଶକ୍ତିଉତ୍ତୋଳନ ଚମ୍ପିଆନସିପ୍‌ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ୧୫ ଜଣିଆ ଓଡ଼ିଶା ଦଳ ଶନିବାର ହାଇଦରାବାଦ୍‌ ଗସ୍ତ କରିଛନ୍ତି। ଦଳରେ ରଞ୍ଜନ ହାଁସଦା, ପ୍ରବୀର କୁମାର ପୃଷ୍ଟି, ପାଡ଼ଲା ଶ୍ରୀନିବାସ, ଦେବାଶିଷ ମହାନ୍ତି, କପିଳେନ୍ଦ୍ର ସାମଲ,ମାଇକେଲ ମାଣ୍ଡିଆ, ସୌମ୍ୟପ୍ରଭା ଟୁଡୁ, ପ୍ରଭାତି ସିଂହ, ଦେବୀ ସିଂହ, ଦିବ୍ୟଲେଖା ମିଶ୍ର, ତନୟା ପଣ୍ଡା, ରାଜସ୍ମିତା ସାହୁ, ନଗ୍‌ମା ଆରା ବେଗମ ପ୍ରମୁଖ ବିଭିନ୍ନ ଓଜନ ବର୍ଗରେ ଭାଗନେବେ। ଦଳ ସହ ରାକେଶ ଶତପଥୀ ପ୍ରଶିକ୍ଷକ, ନିରଞ୍ଜନ ବେବର୍ତ୍ତା ପଟ୍ଟନାୟକ ମ୍ୟାନେଜର ଭାବେ ଦଳ ସହିତ ଯାତ୍ରା କରିଛନ୍ତି। ଖେଳାଳିଙ୍କୁ ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ସହ ସଫଳତା କାମନା କରାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories