www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶା ପୁଲିସର ଜରୁରିକାଳୀନ ସହାୟତା ନମ୍ବର ୧୧୨

ଭୁବନେଶ୍ୱର: ଓଡ଼ିଶା ପୁଲିସର ଜରୁରିକାଳୀନ ସହାୟତା ଟେଲିଫୋନ ନମ୍ବର ବଦଳିଛି। ପୂର୍ବରୁ ରାଜ୍ୟବାସୀ ଜରୁରୀ ଆବଶ୍ୟକତା ସମୟରେ ପୁଲିସ ସହାୟତା ପାଇଁ ‘୧୦୦’କୁ ଡାଏଲ କରୁଥିଲେ। ଆଜିଠାରୁ ସେହି ନମ୍ବର ପରିବର୍ତ୍ତନ କରାଯାଇ ‘୧୧୨’ କରାଯାଇଛି। ଏଣିକି ଜନସାଧାରଣ ୧୧୨ ନମ୍ବରକୁ ଡାଏଲ କରି ଜରୁରି ସମୟରେ ପୁଲିସର ସହାୟତା ଲୋଡିପାରିବେ। ଅଗଷ୍ଟ ୨୪ ତାରିଖ ଠାରୁ ଏହି ନୂଆ ନମ୍ବର କାର୍ଯ୍ୟକାରୀ କରାଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories