www.samajalive.in
Sunday, December 14, 2025
23.1 C
Bhubaneswar

ଚକ୍ ଖଡ଼ିରେ ଗଣେଶ ମୂର୍ତ୍ତି

ଗୋପାଳପୁର :  ଡୁରା ଗ୍ରାମର ଶିଳ୍ପୀ କେ. ବିଜୟ କୁମାର ରେଡ୍ଡୀ ଚକ୍ ଖଡ଼ିରେ ଏକ ସୁକ୍ଷ୍ମ ଗଣେଶ ମୂର୍ତ୍ତି ତିଆରି କରି ଅଂଚଳରେ ପ୍ରଶଂସିତ ହୋଇଛନ୍ତି । ସେ ପୂର୍ବରୁ ବହୁବାର ଚକ ଖଡ଼ି ,ପେନସିଲ ଓ ଚାଉଳରେ ସୁକ୍ଷ୍ମ ବିଭିନ୍ନ କାରିଗରୀ କରି ଇଣ୍ଡିଆ ବୁକ୍ସ ଅଫ ରେକର୍ଡ,ଏସିଆ ବୁକ୍ସ ଅଫ ରେକର୍ଡରେ ପ୍ରଶଂସା ପତ୍ର ପାଇଥିଲେ। ଚଳିତ ଥର ଚକ ଖଡ଼ିରେ ୩ ସେଣ୍ଟିମିଟର ଉଚ୍ଚତାର ଗଣେଶଙ୍କ ଏକ ସୁକ୍ଷ୍ମ ମୂର୍ତ୍ତି ପ୍ରାୟ ୩ ଘଣ୍ଟାରେ ପ୍ରସ୍ତୁତ କରିଛନ୍ତି । ଗଣେଶ ପୂଜା ଅବସରରେ ସୁକ୍ଷ୍ମ କାରିଗରୀ ପ୍ରସ୍ତୁତ କରି ବିଶ୍ୱ ଶାନ୍ତିର ବାର୍ତ୍ତା ଦେଇଛନ୍ତି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories