ଭୁବନେଶ୍ବର : ରାଜଧାନୀରେ ଜଣେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ବର ଏଜି ଛକ ନିକଟରେ ଜଣେ ଯୁବତୀକୁ ଜଣେ ମଦ୍ୟପ ଅସଦାଚରଣ କରିଥିଲେ । ମଦ୍ୟପଜଣକ ଯୁବତୀଙ୍କ ମୋବାଇଲ ଛଡାଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସମୟରେ ଯୁବତୀଙ୍କ ଚିତ୍କାର ଶୁଣି ଲୋକେ ତାଙ୍କୁ ଉଦ୍ଧାର କରିବା ସହ ମଦ୍ୟପ ଯୁବକଙ୍କୁ ପୁଲିସ ଜିମା ଦେଇଛନ୍ତି ।
Popular Categories


