www.samajalive.in
Friday, December 5, 2025
17.1 C
Bhubaneswar

ରାତି ଅଧିଆ ବଦଳିଲେ ୧୬ ଜିଲ୍ଲାର ଜିଲ୍ଲାପାଳ, ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ

ଭୁବନେଶ୍ବର: ଉପର ସ୍ତରରେ ବଡ଼ ଅଦଳ ବଦଳ ସହ ଜିଲ୍ଲାପାଳ ସ୍ତରରେ  ମଧ୍ୟ ସରକାର କରିଛନ୍ତି ପରିବର୍ତ୍ତନ । ୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏଥର ବଦଳି କରିଛନ୍ତି ମୋହନ ମାଝୀ । ଆସନ୍ତୁ ଜାଣିବା କେଉଁ ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି ହୋଇଛି ।

ମାଲକାନଗିରିର ନୂଆ ଜିଲ୍ଲାପାଳ ହୋଇଛନ୍ତି ସୋମେଶ କୁମାର ଉପାଧ୍ୟାୟ, ସୁନ୍ଦରଗଡ଼ ନୂଆ ଜିଲ୍ଲାପାଳ ଭାବେ ରାଜ୍ୟ ସରକାର ଶୁଭଙ୍କର ମହାପାତ୍ରଙ୍କୁ ଦାୟିତ୍ବ ଦେଇଛନ୍ତି । ସେହିପରି ଆଶିଷ ଈଶ୍ବର ପାଟିଲ୍‌ ଢେଙ୍କାନାଳ ଜିଲ୍ଲାପାଳ, କୀର୍ତ୍ତି ଭାସନ ଗଞ୍ଜାମ ଜିଲ୍ଲାପାଳ, ମନୋଜ ସତ୍ୟବାନ ମହାଜନ କୋରାପୁଟ୍ ଜିଲ୍ଲାପାଳ, ବେଦଭୂଷଣ କନ୍ଧମାଳ ଜିଲ୍ଲାପାଳ, ଅମ୍ରିତ ଋତୁରାଜ ଖୋର୍ଦ୍ଧା ଜିଲ୍ଲାପାଳ, କୁଲକର୍ଣ୍ଣି ଆଶୁତୋଷ ସିଂହ ରାୟଗଡ଼ା ଜିଲ୍ଲାପାଳ, ମଧୁସ୍ମିତା ଗଜପତି ଜିଲ୍ଲାପାଳ, ଚୌହାନ କୁନାଲ୍ ମୋତିରାମ ଝାରସୁଗୁଡ଼ା ଜିଲ୍ଲପାଳ, ବିଭୂତି ଭୂଷଣ ନାୟକଙ୍କୁ ବୌଦ୍ଧ ଜିଲ୍ଲାପାଳ, ନୃପରାଜ ସାହୁ ସୁବର୍ଣ୍ଣପୁର ଜିଲ୍ଲାପାଳ, ଅମ୍ବର କୁମାର କର ଯାଜପୁର ଜିଲ୍ଲାପାଳ, ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀ ଜିଲ୍ଲାପାଳ, ରଘୁରାମ ଆୟାର କେନ୍ଦ୍ରାପଡ଼ା, ମହେଶ୍ବର ସ୍ବାଇଁ ନବରଙ୍ଗପୁର, ମଧୁମିତା ଗଜପତି, ଚାଭନ୍ ମୋତିରାମ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତ  ହୋଇଛନ୍ତି ।

- Advertisement -

ସେହିପରି ତିନି ମହାନଗର ନିଗମର କମିସନର ବି ବଦଳିଛନ୍ତି । ଚଞ୍ଚଲ ରାଣା ବିଏମସି କମିସନର, କୀରନ ଦୀପ କୌର ସିଏମ୍‌ସି କମିସନର, ରେହାନ୍ ଖାତ୍ରୀ ସମ୍ବଲପୁର ମୁନିସିପାଲ୍ କର୍ପୋରେସନ୍ କମିସନର ହୋଇଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories