www.samajalive.in
Monday, December 8, 2025
24.1 C
Bhubaneswar

ଲାଞ୍ଚ ନେଇ ଧରା ପଡିଲେ ଇଡିର ବରିଷ୍ଠ ଅଧିକାରୀ

ଭୁବନେଶ୍ବର : ଲାଞ୍ଚ ନେଇ ଧରା ପଡିଲେ ଇଡିର ବରିଷ୍ଠ ଅଧିକାରୀ । ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ବର ସିବିଆଇ ଭୁବନେଶ୍ବର ଇଡିର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ଅଟକ ରଖିଛି । ଅଟକ ଥିବା ଇଡିର ଅତିରିକ୍ତ ନିର୍ଦ୍ଦେଶକଙ୍କ ନାମ ହେଉଛି ଚିନ୍ତନ ରଘୁବଂଶୀ । ୨୦ ଲକ୍ଷ ଟଙ୍କାର ଡିଲ୍ ବେଳେ ସିବିଆଇ ତାଙ୍କୁ ରେଡ୍ ହ୍ୟାଣ୍ଡ ଧରିଛି । ଏକ ଖଣି ମାମଲାର ରଫାଦଫା କରିବା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ କରିଥିଲେ ଅତିରିକ୍ତ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ । ହେଲେ ଏହି ଲାଞ୍ଚ କାରାବାର କଥା ସିବିଆଇ କାନରେ ପଡିଥିଲା । ଏହା ପରେ ଚିନ୍ତନଙ୍କୁ ଗିରଫ କରିବା ପାଇଁ ସିବିଆଇ ଜାଲ ବିଛାଇଥିଲା । ଚିନ୍ତନ ରଘୁବଂଶୀଙ୍କୁ ଏବେ ଭୁବନେଶ୍ବର କାର୍ଯ୍ୟାଳୟରେ ଅଟକ ରଖାଯାଇ ଜେରା ଚାଲିଛି ।

ଭାରତରେ ଲଞ୍ଚ ହେଲା ମୋଟୋରୋଲାର ଏହି ଫୋନ୍‌: ଜବରଦସ୍ତ ଫିଚର୍‌ ସହ ଆକର୍ଷଣୀୟ ଲୁକ୍‌, ଜାଣନ୍ତୁ କେତେ ଦାମ୍‌

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories