ଭାରତରେ ଲଞ୍ଚ ହେଲା ମୋଟୋରୋଲାର ଏହି ଫୋନ୍‌: ଜବରଦସ୍ତ ଫିଚର୍‌ ସହ ଆକର୍ଷଣୀୟ ଲୁକ୍‌, ଜାଣନ୍ତୁ କେତେ ଦାମ୍‌

ନୂଆଦିଲ୍ଲୀ : ମୋଟୋରୋଲା ଭାରତରେ ଏହାର ନୂତନ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ Razr 60 ଲଞ୍ଚ କରିଛି, ଯାହାର ମୂଲ୍ୟ ୪୯,୯୯୯ ଟଙ୍କା । ଏହି ମୂଲ୍ୟ ୮ଜିବି ର‌୍ୟାମ୍‌ ଏବଂ ୨୫୬ ଜିବି ଷ୍ଟୋରେଜ୍ ଭାରିଆଣ୍ଟ ପାଇଁ। ଏହି ନୂତନ ଡିଭାଇସ୍‌ରେ ଅନେକ ଜବରଦସ୍ତ ଫିଚର୍‌ ରହିଛି । ଜେଶ୍ଚର-ନିୟନ୍ତ୍ରିତ ଭିଡିଓ ରେକର୍ଡିଂ, ପାଣ୍ଟୋନ୍ ସ୍ଵୀକୃତ କ୍ୟାମେରା ରଙ୍ଗ ସଠିକତା ଏବଂ ବାହ୍ୟ ଡିସ୍‌ପ୍ଲେରେ ମୋଟୋ ଏଆଇ ଏବଂ ଗୁଗଲ୍‌ ଜେମିନି ପାଇଁ ସମର୍ଥନ କରେ। ଏହି … Continue reading ଭାରତରେ ଲଞ୍ଚ ହେଲା ମୋଟୋରୋଲାର ଏହି ଫୋନ୍‌: ଜବରଦସ୍ତ ଫିଚର୍‌ ସହ ଆକର୍ଷଣୀୟ ଲୁକ୍‌, ଜାଣନ୍ତୁ କେତେ ଦାମ୍‌