www.samajalive.in
Wednesday, December 10, 2025
26.1 C
Bhubaneswar

୬ ଘର ଭାଙ୍ଗିଲେ ହାତୀପଲ

ପାଟଣା : ପାଟଣା ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ୫ ଦିନ ହେଲା ଡେରା ପକାଇ ଥିବା ୨୬ ଟିକିଆ ହାତୀପଲ ଗତ ରାତି ଜଙ୍ଗଲରୁ ବାହାରି ଗାଁ ମୁହାଁ ହୋଇ ୬ଟି ଘର ଭାଙ୍ଗିବା ସହ ଘରେ ଥିବା ଧାନ ଚାଉଳ ଖାଇ ଯାଇଛନ୍ତି। ଏହି ହାତୀପଲ ଗତରାତି ବଣ ମହୁଲଡିହା ଗ୍ରାମର ବିନତି ସେଠୀ, ଶିବ ପ୍ରସାଦ ମାଝୀ,ଶୁଶୀଲ ମାଝୀ,ବୈଜୟନ୍ତୀ ମାଝୀଙ୍କ ଘର ଭାଙ୍ଗି ଥିବାବେଳେ ବାଲିଯୋଡି ଗ୍ରାମର ଛୋଟରାୟ ମୁଣ୍ଡା ଓ ମାଙ୍ଗତୀ ମୁଣ୍ଡାଙ୍କ ଘର ହାତୀପଲ ଭାଙ୍ଗିବା ସହ ଏମାନଙ୍କ ମଧ୍ୟରୁ ୩ଟି ଘରୁ ଧାନ ଚାଉଳ ଖାଇ ଯାଇଛନ୍ତି। ଖବର ପାଇ ପାଟଣା ବନପାଳ ପିଅନ ନାଏକ, ବନରକ୍ଷୀ ଦେବଜାନୀ ମହାନ୍ତ ପ୍ରମୁଖ ଏହି ଦୁଇ ଗ୍ରାମକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି।

ମାଧପୁର ଡ୍ୟାମ ପାଖରୁ ଗଛ କାଟି ନିଆଯାଉଥିବା ଅଭିଯୋଗ

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories