ମାଧପୁର ଡ୍ୟାମ ପାଖରୁ ଗଛ କାଟି ନିଆଯାଉଥିବା ଅଭିଯୋଗ
ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ବଡ଼ପାଟଣା ପଞ୍ଚାୟତ ମାଧପୁର ଡ୍ୟାମ ସାଇଟରୁ ଆଜି ଦିନ ସମୟରେ କିଛି ଲୋକ ଜଙ୍ଗଲରୁ ୟୁକାଲିପଟାସ ଗଛ କାଟି ନେଉଥିବା ଦେଖାଯାଇଛି।ବନବିଭାଗକୁ ଭୃକ୍ଷେପ ନକରି ବାଇକ ଓ ସ୍କୁଟି ଯୋଗେ ଡ୍ୟାମ ସାଇଡକୁ ଆସି ଲୋକେ ମେସିନ ଲଗାଇ ଗଛକାଟି ନେଉଥିବା ଦେଖାଯାଇଛି। ଏବେବି କିଛି ଶୁଖିଲା ଗଛ କଟା ହୋଇ ପଡିଥିବାବେଳେ ଆଜି ଦିନ ସମୟରେ ମଧ୍ୟ ଗଛ କଟା ଯାଇଛି। ତେବେ ମାଫିଆ ମାନଙ୍କ ଭୟରେ ଦେଖିଥିବା … Continue reading ମାଧପୁର ଡ୍ୟାମ ପାଖରୁ ଗଛ କାଟି ନିଆଯାଉଥିବା ଅଭିଯୋଗ
Copy and paste this URL into your WordPress site to embed
Copy and paste this code into your site to embed