ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଗତ ସନ୍ଧ୍ୟାରେ ପ୍ରବଳ ଝଡ ତୋଫାନ ସହିତ ବର୍ଷା ହୋଇଥିଲା। ଫଳରେ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ସହରର ପୁରୁଣା ବ୍ଲକ ଛକ ନିକଟରେ ସତ୍ୟନାରାୟଣ ମିଶ୍ରଙ୍କ ଦୋକାନ ପାଖରେ ଥିବା ଏକ ବଡ ଗଛ ଉପୁଡି ପଡିଥିଲା। ଏଥିରେ କାହାର କିଛି କ୍ଷତି ହୋଇ ନ ଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଆସି ଗଛକୁ କାଟିଥିଲେ।
Popular Categories



