ଫୁଲବାଣୀ: ମୋବାଇଲ ଟାୱାର ସ୍ଥାପନକୁ ନେଇ ଡୀମିରିଗୁଡ଼ା ପଞ୍ଚାୟତରେ ଦୀର୍ଘ ଦିନ ପରେ ପୁଣି ତାଲା ପଡିଛି। ପୂର୍ବରୁ ନଭେମ୍ବର ମାସରେ ଅଞ୍ଚଳର ଜନସାଧାରଣ ପଞ୍ଚାୟତରେ ତାଲା ପକେଇ ଥିଲେ ଏବଂ ସେହି ସମୟରେ ପ୍ରଶାସନ ପକ୍ଷରୁ ୩ମାସ ଭିତରେ ଜିଓ ନେଟୱାର୍କ ସ୍ଥାପନ କରିବା ପ୍ରତିଶ୍ରୁତି ପରେ ମିଳବା ପରେ ସେହି ସମୟରେ ତାଲା ଖୋଲି ଥିଲେ ଅଞ୍ଚଳ ବାସୀ। ପ୍ରଶାସନ, ରାଜନେତାଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରତିଶ୍ରୁତିରେ ରହିଯାଇଥିବାରୁ ମୋବାଇଲ୍ ଟାୱାର ଆରମ୍ଭ ନ ହେବା ପର୍ୟ୍ୟନ୍ତ ପଞ୍ଚାୟତରେ ତାଲା ଝୁଲିବ ବୋଲି ଜିଦ୍ ଧରିଛନ୍ତି ଅଞ୍ଚଳବାସୀ।
Popular Categories



