www.samajalive.in
Sunday, December 14, 2025
23.1 C
Bhubaneswar

ଜଳ ବ୍ୟବସ୍ଥା ଓ ସଭା ଗୃହ ନିର୍ମାଣ ଦାବି

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ୱାର୍ଡ ସଂଖ୍ୟା ୧ ଅର୍ନ୍ତଗତ ବଗବିରା ଠାରେ ଅନନ୍ତ ମହିମା ଆଶ୍ରମରେ ଜଳ ସମସ୍ୟାର ସମାଧାନ ଓ ଏକ ସଭା ଗୃହ ନିର୍ମାଣ ପାଇଁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି। ଗୁରୁବାର ଜିଲାପାଳଙ୍କ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ବଗବିରା ରତ୍ନଧାମ ସେବା ଟ୍ରଷ୍ଟି ଦ୍ୱାରା ପରିଚାଳିତ ଅନନ୍ତ ମହିମା ଆଶ୍ରମର ଅଲେଖ ବାବା ମାନେ ଏହି ଦାବି କରିଛନ୍ତି। ଆଶ୍ରମରେ ସଭାଗୃହ ନ ଥିବାରୁ ବିଭିନ୍ନ ସମୟରେ କାର୍ୟ୍ୟକ୍ରମ ଗୁଡିକର ଆୟୋଜନରେ ବେଶ ସମସ୍ୟା ହେଉଛି। ଏଥି ସହ ଆଶ୍ରମରେ ଜଳ ସମସ୍ୟା ମଧ୍ୟ ଲାଗି ରହିଛି। ଏଣୁ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେଉ ବୋଲି ଦାବି କରାଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories