www.samajalive.in
Sunday, December 14, 2025
23.1 C
Bhubaneswar

ରାଣୀ ରାସମଞ୍ଜରୀଙ୍କ ପରଲୋକରେ ଶୋକସଭା

ତିଗିରିଆ: ତିଗିରିଆ ଗଡ଼଼ଜାତର ଶେଷ ରାଣୀ ତଥା ଆଠଗଡ଼଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ରାଣୀ ରାସମଞ୍ଜରୀଙ୍କ ପରଲୋକରେ ତିଗିରିଆର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଡିଏମ୍‌‌ ମ୍ୟୁଜିକ୍‌‌ ପକ୍ଷରୁ ଏକ ଶୋକସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶୋକସଭାରେ ସ୍ୱର୍ଗତା ରାଣୀ ମା ଙ୍କ ‘ଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ତାଙ୍କର କର୍ମମୟ ଜୀବନର ସ୍ମୃତି ଚାରଣ କରାଯାଇଥିଲା। ଏଥିରେ ଅନୁଷ୍ଠାନର ଉପଦେଷ୍ଠା ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଶିକ୍ଷାବିତ୍‌‌ ଜୟନ୍ତ କୁମାର ସାହୁ, କଣ୍ଠଶିଳ୍ପୀ ଶୁଭେନ୍ଦୁ ଚାନ୍ଦ, ନେତ୍ରାନନ୍ଦ ମହାନ୍ତି, ମଧୁସ୍ମିତା ରଥ, ଦୀପକ ମହାନ୍ତି, ମାନସ ରଞ୍ଜନ ବେହେରା, ଦେବାଶିଷ ଦାସ, ଧର୍ମାନନ୍ଦ ଦାସ, ସନ୍ଦୀପ ବାରିକ ପ୍ରମୁଖଙ୍କ ସହିତ ଅନୁଷ୍ଠାନର ଅନ୍ୟ କଳାକାରମାନେ ଉପସ୍ଥିତ ଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories