www.samajalive.in
Sunday, December 14, 2025
23.1 C
Bhubaneswar

କୂଅରୁ ୪ ଗାଈ ଓ ବାଛୁରୀ ଉଦ୍ଧାର, ୨ ମୃତ

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ କୁମାରୀ ଶିବମନ୍ଦିର ନିକଟରେ ଥିବା ଏକ ପଥର କୂଅରେ ପଡ଼ିଥିବା ୪ଟି ଗାଈ, ବାଛୁରୀକୁ ହରଭଙ୍ଗା ଅଗ୍ନିଶମବାହିନୀ ଗୁରୁବାର ଉଦ୍ଧାର କରିଛି। ସେଥିରୁ ଦୁଇଟି ବାଛୁରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ଟି ଗାଈକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗୋରୁ ବେପାରୀ ଗାଈ/ବାଛୁରୀ ନେଇଯାଉଥିବା ସମୟରେ କୁମାରୀ ଶିବମନ୍ଦିର ନିକଟରେଥିବା କୂଅରେ ୪ଟି ଗାଈ ବାଛୁରୀ ଅସାବଧାନତା ବଶତଃ ପଡ଼ିଯାଇଥିଲେ। ଖବର ପାଇ ହରଭଙ୍ଗା ଅଗ୍ନିଶମବାହୀନୀ ଘଟଣସ୍ଥାଳରେ ପଂହଚି କୂଅରୁ ଗାଈଓ ବାଛୁରୀକୁ ଉଦ୍ଧାର କରିଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories