www.samajalive.in
Friday, December 5, 2025
26.1 C
Bhubaneswar

ଓଡ଼ିଶା ଏଫସିକୁ ୨-୧ରେ ହରାଇଲା ନିତା ଫୁଟବଲ ଏକାଡେମୀ

ଗୁରୁଡିଝାଟିଆ: ଇଣ୍ଡିଆନ ଓମେନ୍ସ ଫୁଟବଲ ଲିଗର ଏକ ମ୍ୟାଚ ରେ ନିତା ଫୁଟବଲ ଏକାଡେମୀ ୨-୧ ଗୋଲରେ ଓଡିଶା ଏଫସି କୁ ପରାସ୍ତ କରିଛି। ଭୁବନେଶ୍ୱର କ୍ୟାପିଟାଲ ଖେଳ ପଡିଆରେ ଅନୁଷ୍ଠିତ ଖେଳରେ ଓଡ଼ିଶା ଏଫସି ପ୍ରଥମ ଗୋଲ ଦେଇ ଅଗ୍ରଣୀ ହୋଇଥିଲା। ହେଲେ ଖେଳର ଦ୍ଵିତୀୟାର୍ଦ୍ଧରେ (ଆଠଗଡ, ରାଧାଦାମୋଦରପୁର) ନିତା ଫୁଟବଲ ଏକାଡେମୀ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲା। ଖେଳର ୭୦ ଓ ୭୫ ମିନିଟରେ ଦୁଇଟି ଗୋଲ ଦେଇ ଅଗ୍ରଣୀ ହୋଇଥିଲା। ଶେଷ ପର୍ଯ୍ୟନ୍ତ ନିତା ଫୁଟବଲ ଏକାଡେମୀ ଅଗ୍ରଣୀ ବଜାଇ ରଖିଥିଲା। ଫଳରେ ୨-୧ ବ୍ୟବଧାନରେ ନିତା ଫୁଟବଲ ଏକାଡେମୀ ଓଡିଶା ଏଫସିକୁ ହରାଇ ବିଜୟୀ ହୋଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories