www.samajalive.in
Friday, December 5, 2025
27.1 C
Bhubaneswar

ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ ସଙ୍ଗଠନର ବୈଠକ ଅନୁଷ୍ଠିତ

ଜି.ଉଦୟଗିରି: କୃଷିବିଜ୍ଞାନ କେନ୍ଦ୍ର,କନ୍ଧମାଳ ତରଫରୁ ସ୍ଥାନୀୟ କୃଷିବିଜ୍ଞାନ କେନ୍ଦ୍ରର ତାଲିମ ଗୃହରେ କନ୍ଧମାଳ ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ ସଙ୍ଗଠନକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁଷାରକାନ୍ତି ଡୁଙ୍ଗ ଯୋଗଦେଇ ବିଭାଗୀୟ ଯୋଜନା ବାବଦରେ ସୁଚନା ଦେବା ସହ କୃଷକ ଉତ୍ପାଦକ ଗୋଷ୍ଟୀ ମାନଙ୍କୁ ଚାଷୀମାନଙ୍କ ଦ୍ବାରା ସଠିକ ରୁପାୟନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ସହଯୋଗୀ ଉଦ୍ୟାନ ଅଧିକାରୀ ଜି.ଉଦୟଗିରି ସରୋଜ କୁମାର ସାହୁ ସମସ୍ତ ଗୋଷ୍ଟୀର କର୍ମକର୍ତ୍ତାଙ୍କୁ କିପରି ସୁପରିଚାଳନା କରିହେବ ସେ ନେଇ ସମ୍ୟକ ସୁଚନା ପ୍ରଦାନ କରିଥିଲେ। ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ ରଖି ଜଣେ ଅନ୍ୟକୁ ସହଯୋଗ କରି ଆଗକୁ ବଢିବାକୁ ମୁଖ୍ୟ ବୈଜ୍ଞାନିକ ଡଃ.ନାରାୟଣ ବାର ପରାମର୍ଶ ଦେଇଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories